ପଞ୍ଜାବରେ କୃଷକମାନେ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଛନ୍ତି କି ? ଜାଣନ୍ତୁ ସତ୍ୟତା ।

ଦେଶରେ କୃଷକମାନଙ୍କର ବିରୋଧ ପ୍ରଦର୍ଶନ ଲାଗିରହିଛି। ପ୍ରଦର୍ଶନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। 16 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏକ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। କାରର ଆଖପାଖରେ ନ୍ୟୁଜ ରିପୋର୍ଟରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ଭିଡିଓକୁ ନେଇ ଦାବି କରାଯାଉଛି ଯେ, ପଞ୍ଜାବର ଗରିବ କୃଷକମାନେ ଏବେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ପ୍ରଦର୍ଶନ କରୁଛନ୍ତି।  […]

Continue Reading