କ’ଣ ଏହି ମହିଳା ଜଣେ ଦାଦନ ଶ୍ରମିକ? କ’ଣ ଚାଲି ଚାଲି ତାଙ୍କ ପାଦର ଏପରି ଅବସ୍ତା ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।
ସାରା ଦେଶରେ ବର୍ତମାନ ଦାଦନ ଶ୍ରମିକଙ୍କ ବିଷୟରେ ଚାଚା ଚାଲିଅଛି। ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ କାମ କରୁଥିବା ଶ୍ରମିକ ମାନେ କୋରୋନା ଭାଇରସ ପାଇଁ ସରକାର ଦ୍ଵାରା ଲାଗୁ କରା ଯାଇଥିବା ତାଲାବନ୍ଦ ସ୍ଥିତି ଯୋଗୁ ସେଠାରେ ଅଟକି ରହି ଯାଇଛନ୍ତି। ଏହି ସମୟରେ ଅନେକ ଖବର ମିଳିଛି ଯେ କେତେ ସ୍ଶ୍ରାମିକ ମାନେ କଷ୍ଟରେ ନିଜ ରାଜ୍ୟ ଫେରିଛନ୍ତି। କିଏ ସାଇକେଲ ରେ ତ କିଏ ସହ ସହ କିଲୋମିଟର ଚାଲି […]
Continue Reading