କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ମହିଳା ମିଶି ଜଣେ ବ୍ୟକ୍ତିକୁ ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳାମାନେ ଜଣେ ବିଜେପି ନେତାକୁ ମାରୁଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 1 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶ ଜାଗ୍ରତ ହୋଇ ସାରିଛି, ଯେଉଁଠି ବି ବିଜେପି କମଳା […]
Continue Reading