କ’ଣ ଭିଡିଓରେ ଘଟୁଥିବା ଦୃଶ୍ୟ ଆସାମ ଦୁଷ୍କର୍ମ ଦୋଷୀଙ୍କୁ ମାରୁ ଥିବା ଦ୍ରୁଶ୍ଯ ଅଟେ? ଜାଣନ୍ତୁ ସତ୍ୟ।

ଉତ୍ତରପ୍ରଦେଶର ହାଥରସ ଘଟଣା ଘଟିଲା ପରେ ସୋସିଆଲ ମିଡିଆରେ ଅନେକ ଦୁଷ୍କର୍ମ ସମ୍ବନ୍ଧୀୟ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓର ଅନୁସନ୍ଧାନ କରିଲା ପରେ ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। ଆସନ୍ତୁ ଜାଣିବା ପ୍ରକୃତରେ ସତ୍ୟଟି କ’ଣ।  ପୋଷ୍ଟରେ କରା ଯାଇଥିବା ଦାବି: ୧୧ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ  ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ […]

Continue Reading

ସାଧାରଣ ଲୋକ ପୋଲିସକୁ ପଥର ମାରୁଥିବା ଭାଇରାଲ ଭିଡିଓ ଅହମ୍ମଦାବାଦର ଅଟେ।

ଦେଶରେ ଚାଲିଥିବା ହିଂସା ଏବଂ ଅସାଂନ୍ତି କେବଳ ନ୍ୟୁଜ ଚ୍ୟାନେଲ ଅଥବା ଖବର କାଗଜ ପର୍ଯ୍ୟନ୍ତ ସିମିତ ନୁହଁ। ହିଂସାର ଏହି ବାତାବରଣ ସୋସିଆଲ ମିଡିଆରେ ମଧ୍ୟ ଲାଗି ରହିଛି। ସୋସିଆଲ ମିଡିଆରେ CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ କରି ପୋଲିସ ଉପରେ ଲୋକଙ୍କ ପଥର ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ମଧ୍ୟରେ  27 ଫେବୃଆରିରେ Motilal panda  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ […]

Continue Reading