ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି
ଫେସବୁକରେ Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ […]
Continue Reading