ଭାଇରାଲ ଫଟୋ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ରିସେପ୍ସନର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରିସେପ୍ସନ ନାମରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମୋଦି ସହ ଜଣେ ମହିଳା ଠିା ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୋଦିଙ୍କ ରିସେପ୍ସନ ଫଟୋ ମିଳିଲା। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  3 ଜାନୁଆରିରେ Rahul Rock ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ମୋଦିଙ୍କ ରିସେପ୍ସନ ଫଟୋ। […]

Continue Reading