ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅର୍ଦ୍ଧ ନଗ୍ନ ବ୍ୟକ୍ତିଙ୍କୁ କିଛି ଲୋକ ମାଡ ମାରୁଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ମାଡ ମାରୁଥିବା ଲୋକମାନେ ମଧ୍ୟ ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ସେୟାର କରି ଦାବି କରାଯାଇଛି ଯେ ଭିଡିଓରେ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ ସାଧୁ’। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]
Continue Reading