ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଭିଡିଓର ଅଧା କ୍ଲିପ ପୋଷ୍ଟ କରି ବିଭ୍ରାନ୍ତିକର ଦାବି ପ୍ରସାରିତ ହେଉଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜକୁ ଚୋରି ବୋଲି କହୁଥିବାର ମନେ ହଉଛି। ମୂଳ ଭିଡିଓରୁ ଏହି ସର୍ଟ କ୍ଲିପ୍ ସୋସିଆଲ୍ ପ୍ଲାଟଫର୍ମରେ ସେୟାର କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି କହୁଥିବା ଏହି ଭ୍ରମ ବ୍ୟାପିବାରେ ଲାଗିଛି। ଏହି ସର୍ଟ କ୍ଲିପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି,, […]
Continue Reading