କ’ଣ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ଖରାପ ରାସ୍ତାରେ ଲୋକ ଧାନ ଲଗାଉଛନ୍ତି ?
14 ଜୁଲାଇ କାଲୁ ଭାଇ ନାମକ ଜେଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ପଟା ମୁଣ୍ଡେଇ ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ରାସ୍ତା ଉପରେ କୃଷି କାମ ଆରମ୍ଭ ହୋଇ ଗଲାଣି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ପଟା ମୁଣ୍ଡାଇ ର ଚିତ୍ର ମାନ୍ୟବର ସାଂସଦ ଙ୍କ ସଡକ କୃଷି କାମ ଯୋଜନା ଆରମ୍ଭ […]
Continue Reading