ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ […]

Continue Reading

କ’ଣ ଆଣ୍ଠୁଏ ବର୍ଷା ପାଣିରେ ସମ୍ବିତ ପାତ୍ରଙ୍କ ଚାଲୁ ଥିବା ଏହି ଫୋଟୋ ଭୁବନେଶ୍ବର ସହର ର ଅଟେ? ଜାଣନ୍ତୁ ସତ୍ୟ।

୨୧ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା  ନାମକ ଫେସବୁକ ଗ୍ରୁପରେ ସମ୍ବିତ ପାତ୍ରଙ୍କର ଆଣ୍ଠୁଏ ବର୍ଷା ପାଣି ରେ ଚାଲୁ ଥିବା ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଏହା ଭୁବନେଶ୍ବର ର ଘଟଣା ଅଟେ। ଏହି ଫୋଟୋରେ ଆମେକୁ ଦେଖିବା କୁ ମିଳିଛି ଯେ ସମ୍ବିତ ପାତ୍ର ଜଣେ ବ୍ୟକ୍ତିଙ୍କ ସହିତ ବର୍ଷା ପାଣିରେ ଚାଲୁଛନ୍ତି। ସେ ଗୋଟିଏ ହାତରେ ଛତା ଏବଂ ଆଣି ହାତରେ ନିଜ ଜୋଟା […]

Continue Reading