ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ରାସ୍ତା ମଝିରେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ହିଂସା ଥମିବାର ନାମ ନେଉଆ ନାହିଁ। ନିକଟରେ କିଛି ଜଘନୀୟ ଘଟଣା ମଣିପୁରରେ ଦେଖିବାକୁ ମିଳିଛି। ଲୋକଙ୍କ ଏକ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରେଇବା ସହିତ ତାଙ୍କ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହା ନେଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହା ପରେ ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ କିଛି ବନ୍ଧୁକ ବିଶିଷ୍ଟ ଲୋକମାନେ […]

Continue Reading

ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।

ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି।  ଦାବି […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

ଜବଲପୁରର ମଖଲା ରିସର୍ଟରେ ଜଣେ ଯୁବତିଙ୍କୁ ହତ୍ୟା କରିବାର ଭିଡିଓର ସାମ୍ପ୍ରଦାୟିକତା ସହ କୌଣସି ସମ୍ପର୍କ ନାହିଁ।

ଇଣ୍ଟରନେଟରେ ଜଣେ ଯୁବକଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହା ଏକ ହୋଟେଲ ରୁମର ଏକ ଭିଡିଓ ଯେଉଁଠାରେ ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ସେ ରକ୍ତରେ ଜୁଡୁବୁଡୁ ଝିଅର ମୃତଦେହ ଦେଖାଯାଉଛି। ଏହି ଭିଡିଓରେ ସେୟାର କରାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁରୁଷ ଜଣେ ମୁସଲମାନ ଏବଂ ମହିଳା ଜଣେ ହିନ୍ଦୁ। ଦେବସେନା ଆଇଟି ସେଲ୍ କଟକ ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ନିକଟରେ ଦିଲ୍ଲୀରେ କିଛି ମୁସଲିମ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ନାବାଳକର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ଦୁଇଜଣ ପୁଅ ଅନ୍ୟ ଜଣେ ବାଳକକୁ ଛୁରାମାଡ଼ କରୁଥିବା ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ କ୍ୟାପସନରେ ଲେଖା ଅଛି, “ଯେତେବେଳେ ସେହି ପୁଅ ନିଜ ଭଉଣୀର ନିର୍ଯାତନାକୁ ବିରୋଧ କରିଥିଲା, ମୁସଲମାନ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ବାଳକକୁ ଛୁରୀରେ ହତ୍ୟା କରିଥିଲେ”। କିନ୍ତୁ, ଫ୍ୟାକ୍ଟ କ୍ରେସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। କ’ଣ ଦାବି କରା ଯାଇଛି ଏହି […]

Continue Reading

କ’ଣ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କର ହତ୍ୟା ହୋଇଛି? ଜାଣନ୍ତୁ ସତ୍ୟ।

ନିକଟରେ ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଖେଳ ଜଗତ ଏବଂ ଦେଶବାସୀଙ୍କୁ ନିରାଶ ଏବଂ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ନିଶା ଦାହିୟାଙ୍କ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରାଯାଇଛି ଯେ ନିକଟରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ କୌଣସି ରୋଗ ନେଇ ହେଇ ନାହିଁ ବରଂ ତାଙ୍କର ନିର୍ମମ ଭାବରେ ହତ୍ୟା କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ କନଷ୍ଟେବଳଙ୍କ ଫଟୋକୁ ବଳାତ୍କାର ଓ ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶରେ ହାଥରସ ଦୁଷ୍କର୍ମ ଘଟଣାରେ 19 ବର୍ଷ ଝିଅର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ଏବଂ ଆଲୋଚନା ଲାଗିରହିଛି। ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ଯୋଗି ଆଦିତ୍ୟନାଥଙ୍କ ଉପରେ ନିସାନା ଲଗାଯାଉଛି। ଏପରି ପଞ୍ଜାବର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପୁଲିସ ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ପୁଲିସ ମହିଳା କର୍ମି ଜଣକ ରାସ୍ତାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି […]

Continue Reading

ସାଇକେଲ ଗର୍ଲ ଜ୍ୟୋତି ପାସୱାନ୍ ବଳାତ୍କାର ଏବଂ ହତ୍ୟା ଖବର ମିଥ୍ୟା ଅଟେ ।

ଏକ ମୃତ୍ୟୁ ଝିଅର ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେ ଏହା ଜ୍ୟୋତି କୁମାରୀ ପାସୱାନ୍ ର ଅଟେ। ଯିଏ ଲକ୍ଆଉଟ୍ ସମୟରେ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲ ପଛରେ ବସି 1200 କିଲୋମିଟର ସାଇକେଲ ଚଲାଇ ଗୁରୁଗ୍ରାମ (ହରିୟାଣା) ରୁ ବିହାର ତାଙ୍କ ଘରକୁ ଆଣିଥିଲେ।   ଏହି ଘଟଣା ପରେ ଜ୍ୟୋତି ପାସୱାନଙ୍କ ସାହସିକତା ଏବଂ ପରିଶ୍ରମକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଉଥିଲା।  ବର୍ତ୍ତମାନ ସୋସିଆଲ ଫୋରମରେ ଏକ ପୋଷ୍ଟ ମାଧ୍ୟମରେ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଜଣେ ପ୍ରେମୀ ନିଜ ପ୍ରେମିକାର ହତ୍ୟା କରିଛନ୍ତି? ଜାଣନ୍ତୁ ସତ।

୩ ଫେବ୍ରୁଆରିରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଜଣେ ପ୍ରେମି ନିଜ ପ୍ରେମିକାଙ୍କୁ ବସ ଷ୍ଟାଣ୍ଡରେ ସର୍ବ ସମୁଖରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଯୁବତୀ ସେହିଠାରେ ହିଁ ଟଳିପଡିଥିଲେ। ଏହି ଘଟଣା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଘଟଣାଟି ମଙ୍ଗଳବାର ସଖାଳ ୧୦.୩୦ ସମୟରେ […]

Continue Reading

କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।

କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି।  ୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା […]

Continue Reading