କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ? ଜାଣନ୍ତୁ ସତ୍ୟ।

୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ […]

Continue Reading

କ’ଣ ଭିଡିଓରେ ଘଟୁଥିବା ଦୃଶ୍ୟ ଆସାମ ଦୁଷ୍କର୍ମ ଦୋଷୀଙ୍କୁ ମାରୁ ଥିବା ଦ୍ରୁଶ୍ଯ ଅଟେ? ଜାଣନ୍ତୁ ସତ୍ୟ।

ଉତ୍ତରପ୍ରଦେଶର ହାଥରସ ଘଟଣା ଘଟିଲା ପରେ ସୋସିଆଲ ମିଡିଆରେ ଅନେକ ଦୁଷ୍କର୍ମ ସମ୍ବନ୍ଧୀୟ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓର ଅନୁସନ୍ଧାନ କରିଲା ପରେ ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। ଆସନ୍ତୁ ଜାଣିବା ପ୍ରକୃତରେ ସତ୍ୟଟି କ’ଣ।  ପୋଷ୍ଟରେ କରା ଯାଇଥିବା ଦାବି: ୧୧ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ […]

Continue Reading