କ’ଣ ମୋହନ ମାଝୀଙ୍କ ଶପଥ ଗ୍ରହଣ ସଭାରେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଯାଇଥିଲେ? 

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରା ଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ପାର୍ଟି ସଦସ୍ୟ ଯୋଗଦାନ ଦେଇଥିଲେ। ଏହି ଘଟଣା ଜଡ଼ିତ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରଗାନ ଆରମ୍ଭ ହେବା ପରେ ସମସ୍ତ […]

Continue Reading

କ’ଣ ସ୍ବାଦୀନତା ଦିବସ ଅବସର ରେ ବିଜେପି ପାର୍ଟି ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଇଛନ୍ତି? ଜାଣନ୍ତୁ ସତ୍ୟ।

୧୭ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ସ୍ଵାଧୀନତା ଦିବସ ଦିନ ବିଜେପି ଦଳ ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ (National Anthem) ଗାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ବେସୀ ଦିନ ସାଶନରେ ରହିଲେ ତିରଙ୍ଗା କାଢିକି ବିଜେପି ପତାକା କୁ ଜାତୀୟ ପତାକା ଘୋଷଣା କରି ଦେବେ।  ଏହି […]

Continue Reading