କ’ଣ ନେଦରଲ୍ୟାଣ୍ଡ ଦେଶ ନିଜ ବିଦ୍ୟାଳୟରେ ଗୀତା ପଢିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।
ନିଜ ଦେଶର ସଂସ୍କୃତି ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥାଏ। ସମସ୍ତେ ନିଜ ଧର୍ମ ଏବଂ ସଂସ୍କୃତିକୁ ବଢୁଥିବା ଦେଖିବାକୁ ଚାହାନ୍ତି। ୨ ଅକ୍ଟୋବରରେ ଧନେଶ୍ଵର ସାହୁ ନାମକ ଜଣେ ଫେସବୁକ ୟୁଜର ହିନ୍ଦୁ ମହାସଂଘ ଫେସବୁକ ଗ୍ରୁପ୍ ରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ନେଦରଲ୍ୟାଣ୍ଡ ସରକାର ପଞ୍ଚମ ଶ୍ରେଣୀରୁ ସମସ୍ତ ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବା ବାଧ୍ୟତାମୂଳକ କରିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। Facebook […]
Continue Reading