୧୯୭୫ ଭିଏତନାମ ଯୁଧ୍ୟ ସମୟରେ ନବଜାତ ଶିଶୁ ମାନଙ୍କୁ ଏୟାରଲିଫ୍ଟ କରା ଯାଉଥିବା ଘଟଣାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ଯୋଡ଼ି ସେୟାର କରା ଯାଉଛି।
ନିକଟରେ, ଆମେରିକାର ନ୍ୟାୟ ବିଭାଗ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପଷ୍ଟାଇନଙ୍କ ତଦନ୍ତ ସହିତ ଜଡିତ ଲକ୍ଷ ଲକ୍ଷ ପୃଷ୍ଠାର ଡକ୍ୟୁମେଣ୍ଟ, ଭିଡିଓ ଏବଂ ଫଟୋଗ୍ରାଫ ପ୍ରକାଶ କରିଛି। ଏହା ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମ୍ପର୍କରେ, ଏକ ଫଟୋ ସେୟାର ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଛୋଟ ପିଲାମାନଙ୍କୁ ବାକ୍ସରେ ରଖୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫଟୋଟି ଏପଷ୍ଟିନ୍ ଫାଇଲ୍ସରୁ […]
Continue Reading