କ’ଣ ନିତିନ ଗଡକରି ପ୍ରକୃତରେ କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ? ଜାଣନ୍ତୁ ସତ୍ୟତା। 

୨୦୨୪ ନିର୍ବାଚନ ପାଖେଇ ଆସିଥିବା ସମୟରେ ସୋସିଆଲ ମିଡିଆରେ ଏହା ଜଡ଼ିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କର ନାମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ନିତିନ ଗଡକରି ଭାରତର ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ ବୋଲି କହିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ […]

Continue Reading

ନିତିନ ଗଡକରୀଙ୍କ ଏକ ଏଡିଟ୍ ହୋଇଥିବା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ସେ ବିଜେପି ଦଳ ଛାଡୁଛନ୍ତି।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିକଟରେ ଆରଏସଏସ ନେତୃତ୍ୱ ସହମତିରେ ନିଆଯାଇଛି।  ଏହା ମଧ୍ୟରେ ନିତିନ ଗାଡକରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ନିତିନ ଗଦକରୀ ବିଜେପି ଦଳ ଛାଡୁଛନ୍ତି ଏବଂ ସେ କହିଛନ୍ତି ଯେ ସେ ତାଙ୍କ ମନ୍ତ୍ରୀପଦ ହରାଇଥିଲେ ମଧ୍ୟ ତାଙ୍କୁ କୌଣସି ଅସୁବିଧା […]

Continue Reading

ନିତିନ ଗଡ଼କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି?

ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତ୍ତି ଦେଉଥିବାର ଶୁଣିବାକୁ ମିଳୁଛି।  ଭିଡିଓ ସହ ଦାବି କରାଯାଉଛି ଯେ, ନିତିନ ଗଡକରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାଗି ତାଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଫେବୃଆରିରେ […]

Continue Reading