କ’ଣ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ ପପ୍ରତିବନ୍ଧ ଲଗାଯାଇଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି। ଖବରରେ ଦାବି କରା ଯାଇଛି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ରନ୍ଧା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଏହି ପୋଷ୍ଟ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରଶଂସା କରା ଯାଇଛି ଏବଂ ଏହା ହିନ୍ଦୁରାଷ୍ଟ୍ରର ପ୍ରାରମ୍ଭ ବୋଲି ଦାବି କରା ଯାଇଛି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ […]
Continue Reading