ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ଓଜନକୁ ନେଇ ଇଣ୍ଟର୍ନେଟରେ ତାଙ୍କ ପରିହାସ କରା ଯାଉଛି। ଦାବି ଅନୁଯାୟୀ ସେ ଓଡ଼ିଶା ପୋଲିସର ଜଣେ ଅଧିକାରୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଫୋଟୋରେ ଥିବା ପୋଲିସ ଅଧିକାରୀ ଓଡ଼ିଶାର ନୁହେଁ ବରଂ ମଧ୍ୟପ୍ରଦେଶ ପୋଲିସ ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]

Continue Reading

କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉନ୍ଥିରେ ପୋଲିସ ଗୋଟିୟୀ ଟ୍ରାକ୍ଟର ପିଛା କରି ତାକୁ ଜବତ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେହି ଟ୍ରାକ୍ଟର ପୋଲିସ କବଳରୁ ଖସି ପଳାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ ଓଡ଼ିଶାର ଅଟେ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରାଖଣ୍ଡ ରାଜ୍ୟରେ ପୋଲିସ ବାଲି ମାଫିଆକୁ ଧରୁଥିବାର ଏକ ପୁରୁଣା ଭିଡିଓକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଳ କରା ଯାଉଛି।  […]

Continue Reading