ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉଛନ୍ତି କି?
କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇଦେବା ନେଇ ଖବର ଭାଇରାଲ ହେଉଛି। ଯାହାଫଳରେ ଛାତ୍ରମାନେ ଇଣ୍ଟରନେଟ୍ ଏବଂ ଅନ୍ଲାଇନ୍ କ୍ଲାସ୍ ସହିତ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ। ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। Khabar Circle Media ନାମକ ଏକ ନ୍ୟୁଜ ପେଜରେ ଭାଇରାଲ ଦାବି ପୋଷ୍ଟ […]
Continue Reading