ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି।  ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]

Continue Reading

କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ?

ଦେଶରେ ପେଟ୍ରୋଲ ଦର ପଢ଼ିଲା ପରେ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ କରାଯାଉଛି। କୋରୋନା ମହାମାରି ସମୟରେ ଦେଶର ଅର୍ଥନିତିରେ ଭୟଙ୍କର ହ୍ରାସ ପାଇଛି। ଅଥି ମଧ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ବନି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଅନ୍ୟ ଦେଶମାନଙ୍କ ପେଟ୍ରୋଲ ଦର ଭାରତଠାରୁ କମ୍ ହୋଇଥିବା ନେଇ ଆଶୋଚନା ମଧ୍ୟ କରାଯାଉଛି। 29 ଜୁନରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ […]

Continue Reading