ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ସୟଦ ଆଦିଲ ହୁସେନଙ୍କ ପୁଅ ନିଜ ପିତାର ମୃତ ଶରୀରକୁ ଚୁମ୍ବନ ଦେଉଛି କି? ଜାଣନ୍ତୁ ସତ୍ୟତା।
ଏକ ଶିଶୁ ଜଣେ ବ୍ୟକ୍ତିଙ୍କରର ମୃତଦେହକୁ ଚୁମ୍ବନ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୟଦ ଆଦିଲ ହୁସେନ ଶାହଙ୍କ ପୁଅର। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିଟି କୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଶିଶୁଟି ଶବକୁ ଚୁମ୍ବନ କରୁଥିବାର ଫଟୋ ପହଲଗାମର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଏହି ଫଟୋଟି […]
Continue Reading