ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।
19 ଜାନୁଆରିରେ Bjp Yuba Morcha Akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଷଣ ଦେଉଛନ୍ତି ଏବଂ ତାଙ୍କ ଚେଲା କାର୍ଯ୍ୟକ୍ରମରେ ଆସିଥିବା ଜନତାଙ୍କୁ ଦକ୍ଷିଣା ଦେଉଛନ୍ତି। ଭାଇରାଲ ଭିଡିଓରେ ରାହଲୁ ଗାନ୍ଧି ଭାଷଣ ଦେଉଥିବାର ଶୁଣାଜାଉଛି। ଭାଇରାଲ ଭିଡିଓକୁ ଶାହୀନ ବାଗ ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ କରାଯାଉଛି। ଏହା ଛଡ଼ା ଭିଡିଓରେ ଜଣେ […]
Continue Reading