କ’ଣ ମୋଦୀଜିଙ୍କ ଜୟକାର କରୁ ଥିବା ଏହି ଭିଡିଓ ପାକିସ୍ତାନର? କ’ଣ ପାକିସ୍ତାନର ଲୋକେ ମୋଦୀଙ୍କୁ ନିଜ ସମର୍ଥନ ଦେଊଛନ୍ତି? ଜାଣନ୍ତୁ ସତ୍ୟ।

୨୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କିଛି ଲୋକ ନଚିଛନ୍ତି ଏବଂ କିଛି ନାରା ଲଗାଇବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ବିଜେପି ପାର୍ଟି ପତାକା ମଧ୍ୟ ଧରି ଛିଡ଼ା ହେଇଛନ୍ତି। ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ଏହି ଲୋକ ମାନେ ପାକିସ୍ତାନୀ ଅଟନ୍ତି ଏବଂ ମୋଦୀଙ୍କ ନାମ […]

Continue Reading