ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
ରୁଷ ସୈନ୍ୟ ମାନେ ୟୁକ୍ରେନ୍ ରେ ପ୍ରବେହ କରି ଏହାର ରାଜଧାନୀ କିଭ୍ ଅଭିମୁଖ ହେଉଥିବା ବେଳେ ବିସ୍ଫୋରଣ ଏବଂ ଆକ୍ରମଣର ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟରୁ ଅନେକ ଭିଡିଓ ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ଜଡିତ ହେଇନଥିବା ପ୍ରମାଣ ମିଳିଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆକାଶରୁ ଅବତରଣ କରୁଥିବା ଦେଖା ଯାଇଛି। ଦାବି ଅନୁଯାୟୀ ରୁଷ ସୈନ୍ୟ ପାରାଟ୍ରୁପର୍ସ […]
Continue Reading