କ’ଣ ପାକିସ୍ତାନର ହିନ୍ଦୁ ସାଂସଦ ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।
ସୋସିଆଲ ମିଡିଆରେ ପାକିସ୍ତାନୀ ସାଂସଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହି ବ୍ୟକ୍ତି ପାକିସ୍ତାନରେ ହିନ୍ଦୁ ଏବଂ ଅନ୍ୟ ଧର୍ମର ଶିଶୁ ମାନଙ୍କର ଧର୍ମାନ୍ତିକରଣ ବିଷୟରେ କହୁଛନ୍ତି। ଏହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ଏକମାତ୍ର ହିନ୍ଦୁ ସାଂସଦ ବୋଲି ଦାବି କରା ଯାଇଛି ଯିଏ ସେଠାରେ ହେଉଥିବା ନିର୍ଯାତନା ବିରୁଦ୍ଧରେ ସଂସଦରେ କହିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ହିନ୍ଦୁ ସାଂସଦ ନୁହଁନ୍ତି। […]
Continue Reading