କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।
ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ […]
Continue Reading