କ’ଣ ଏହି ଭିଡିଓରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।
ନିଜ ଦାବି ପୂରଣ କରିବାକୁ କୃଷକ ସଂଗଠନ କେନ୍ଦ୍ର ସରକାର ବିରୁଦ୍ଧରେ ୧୩ ଫେବ୍ରୁଆରିରେ ‘ଦିଲ୍ଲୀ ଚଳୋ’ ଯାତ୍ରା ଆରମ୍ଭ କରିଥିଲେ। ଏହି ଘଟଣାର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଶିଖ ସମ୍ପ୍ରଦାୟର କିଛି ସଦସ୍ୟ ଦୋକାନ ଏବଂ ମନ୍ଦିର ଭାଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଉପସ୍ଥିତି ରେ ଏହି ହିଂସା ହେଉଛି। ଦାବି […]
Continue Reading