2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର  ସମୟରେ ବିଜେପି ପ୍ରାର୍ଥୀ ଅନିର୍ବାନ ଗାଙ୍ଗୁଲିଙ୍କ ଉପରେ ଆକ୍ରମଣ ଭିଡିଓକୁ ଉତ୍ତର ପ୍ରଦେଶ ଦାବିରେ ଭାଇରାଲ ହେଉଛି। 

ସୋସିଆଲ ମିଡିଆରେ ଅନେକ ନେତା ଏବଂ ନିର୍ବାଚନ ପ୍ରଚାରକ ମାନଙ୍କୁ ଲୋକମାନେ ମାଡ଼ ମାରୁଥିବାରଥିବାର ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ନେତାଙ୍କୁ ଲୋକମାନେ ଗୋଡ଼ାଇ ଗୋଡ଼ା ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ଅଟେ।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   6 ଫେବୃଆରୀରେ Mardaraj Debabrata MD […]

Continue Reading

ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି  ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading