ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?

ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।   […]

Continue Reading