ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

କ’ଣ ଓଡ଼ିଶା ରେ ହୋଇଥିଲା ଅକସ୍ମାତ୍ ଗୁଳିକାଣ୍ଡ? କ’ଣ ସତ୍ୟ କାହାଣୀ ଏହି ଭିଡିଓ ପଛରେ? ଜାଣନ୍ତୁ

କିଛି ସୋସିଆଲ୍ ମିଡ଼ିଆ ଦାବି କରିଛନ୍ତି ଯେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ର ଅଟେ। ଏବଂ ଅନ୍ୟ କେତେକ ସୋସିଆଲ୍ ମିଡ଼ିଆ ଏହା ଖୋର୍ଧା ଜିଲ୍ଲା ର ହୋଇଥିବା ନେଇ ଦାବି ପ୍ରକାଶ କରିଛନ୍ତି । ଏହି ଭିଡିଓ ରେ ଥିବା ଦୃଶ୍ୟ ରୁ ଏହା ଜଣାପଡ଼ୁଛି ଯେ ଭିଡିଓ ରେ ଥିବା ଦୁଇ ଜଣ ବ୍ୟକ୍ତି ପେଟ୍ରୋଲ ପମ୍ପ ରେ ଗୁଳିଚାଳନା କରୁଛନ୍ତି । ଏହି ଭିଡିଓ ଟି […]

Continue Reading