କ’ଣ ଏହି ଫୋଟୋ ଜ୍ଞାନବ୍ୟାପି ମସଜିଦର ଅଟେ ? ଜାଣନ୍ତୁ ସତ୍ୟତା…

ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ, ମିଥ୍ୟା ଦାବି ସହିତ ଅନେକ ଚିତ୍ର ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଏହି ସମୟରେ ଏକ ଫୋଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଜ୍ଞାନବ୍ୟାପି ମସଜିଦର  ଫୋଟୋ ବୋଲି ଦାବି କରାଯାଉଛି।  Parwez Khan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆପଣ ପ୍ରତ୍ୟେକ ବଡ ବଡ ମସଜିଦ୍ ଯିବେ ମସଜିଦ୍ […]

Continue Reading

UPSC ଟପ୍ପର ପ୍ରଦୀପ ସିଂଙ୍କ ଭୁଲ ଫୋଟୋ ଭାଇରାଲ ହେଉଛି।

2019 UPSC ରେଜଲ୍ଟ ବାହାରିଲା ପରେ ଟପର ଏବଂ ଭଲ ମାର୍କ ରଖି ପାସ କରିଥିବା ଛାତ୍ରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 2019 UPSC ରେ ପ୍ରଦୀପ ସିଂ ନାମକ ଜଣେ ଯୁବକ ଦେଶରେ ପ୍ରଥମ ସ୍ଥାନ ହାସଲ କରି ଟୋପ କରିଛନ୍ତି। ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେହି ଯୁବକ ହିଁ ପ୍ରଦୀପ ସିଂ ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। […]

Continue Reading