କ’ଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି ?
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଣେ ଶେଖ ଠିଆ ହୋଇଥିବାର ଦେଖା ଯାଉଛନ୍ତି। ଫଟୋରେ ସେ ହିନ୍ଦୁ ଧର୍ମର ଚାଦର ପିନ୍ଧିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଅନ୍ୟ କୌଣସି ଧର୍ମର ଟୋପି ପିନ୍ଧିବେନି କିନ୍ତୁ ଅନ୍ୟ ସମସ୍ତଙ୍କୁ ହିନ୍ଦୁ ଧର୍ମର ଚାଦର ପିନ୍ଧାଇ ଦେବେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡିଟେଡ୍ ବାହାରିଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ। 11 ସେପ୍ଟେମ୍ବରରେ Manoj Chouhan ନାମକ ଜଣେ […]
Continue Reading