ଅକ୍ଷୟ କୁମାର କୋରୋନା ଫଣ୍ଡକୁ 1 କୋଟି 80 ଲକ୍ଷ ନୁହେଁ ବରଂ 25 କୋଟି ସହାୟତା ରାଷି ପ୍ରଦାନ କରିଛନ୍ତି।
କୋରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ ଡାଉନ ଘଷଣା କରିଛନ୍ତି। ଏଥି ପାଇଁ ସମସ୍ତ ସରକାରୀ ଏବଂ ବେସରକାରି କାର୍ଯ୍ୟାଳୟ ବନ୍ଦ ହେବା ସହା ସମସ୍ତ ସପିଙ୍ଗମଲ , ସିନେମାହଲ ଦୋକାନ ବଜାର ମଧ୍ୟ ବନ୍ଧ ରହିଛି। ଲକଡାଉନ କାରଣରୁ ଲୋକଙ୍କ ବ୍ୟବସ୍ୟା ଠପ ହୋଇ ଯାଇଛି। ଡେଲିମଜୁରିଆଙ୍କ ପାଖରେ କାମ ନହିଁ କି ପଇସା ନାହିଁ। ଏଥିପାଇଁ କେନ୍ଦ୍ରସରକାର ଡେଲି ମଜୁରିଆଙ୍କୁ ସସ୍ତାରେ ଖାଇବା ଏବଂ ପଇସା […]
Continue Reading