ପ୍ରଦୂଷଣ ଭୋଟ୍ ଚୋରୀ କାରଣରେ ହେଉଥିବା ରାହୁଲ ଗାନ୍ଧୀଙ୍କ ଭାଷଣ ଏକ କ୍ଲିପ୍ଡ଼ ଭିଡିଓ। 

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଦୂଷଣର କାରଣ ଭୋଟ ଚୋରୀ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏହି କଥା ନେଇ ସୋସିଆଲ ମିଡିଆରେ ତାଙ୍କର ପରିହାସ କର ଯାଉଛି।  କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

ଦିପାବଳୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ ଫୁଟାଇବା ପାଇଁ ମନା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗି ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧୁରି ବୁଲୁଛି। ଏହି ପୋଷ୍ଟକୁ ଦିପାବଳି ପରଦୀନଠାରୁ ସେୟାର କରାଯାଉଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ କୁମ୍ପି ବାଣ ଫୁଟାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିପାବଳୀରେ ପ୍ରଦୁଷଣ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 17 ନଭେମ୍ବରରେ Sangram Babu […]

Continue Reading