କ’ଣ ଏହା ନିକଟରେ ମିଶ୍ରିତ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ପୂଜା ତୋମରଙ୍କ ବିଜୟ ହେବା ଭିଡିଓ କି? ଜାଣନ୍ତୁ ସତ୍ୟ।
୧୯ ନଭେମ୍ବରରେ ଦୁବାଇରେ ଆୟୋଜିତ ମିଶ୍ରିତ ମାର୍ଶଲ ଆର୍ଟରେ ଭାରତର ପୂଜା ତୋମର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ରେଫରି ମ୍ୟାଚ୍ର ବିଜେତା ଘୋଷିତ କରୁଛନ୍ତି। ଏହି ଭିଡିଓ ଦୁବାଇରେ ହୋଇଥିବା ବିଜୟର ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ପୁରୁଣା ଅଟେ। କ’ଣ କୁହା […]
Continue Reading