ବର୍ତ୍ତମାନ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ପୁରୋହିତ ତାଙ୍କୁ ସେ ହିନ୍ଦୁ ନୁହଁନ୍ତି ବୋଲି କହି ମନ୍ଦିରରେ ପ୍ରବେଶ କରାଇନଥିଲେ ?
ସୋସିଆଲ ମିଡିଆରେ ଏଖ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, କିଛି ଦିନ ତଳେ ମମତା ବାନାର୍ଜୀ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ସେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରି ଆସିଥିଲେ। ଏହା ଛଡ଼ା ଦାବି କରାଯାଇଛି ଯେ, ମନ୍ଦିର ପ୍ରଶାସନ ତାଙ୍କୁ କହିଛି ଯେ, କେବଳ ହିନ୍ଦୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ସେ […]
Continue Reading