ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କ’ଣ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାର୍ଟି ଲୋଗୋର ରଙ୍ଗୋଲିକୁ ଝାଡୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ଲଖ୍ମିପୁର ଖେରୀ ପରିଦର୍ଶନ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଅଟକ ରଖିଥିଲା। ଏହି ଘଟଣା ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ଏହି ଘଟଣା ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହହେବାକୁ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରିୟଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟିର ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଛନ୍ତି। ଭିଡିଓ ଭାଇରାଲ କରି ପରିହାସ ରୂପେ ଦାବି କରା ଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ହାତ […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ନେତାଙ୍କ ଟୁଇଟ ଭାଇରାଲ ହେଇଥିଲା ଯାହାକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଦାବିରେ କୁହା ଯାଇଅଛି ଯେ ପ୍ରିୟଙ୍କା ଗାନ୍ଧୀ ଭାରତକୁ ମୂର୍ଖ ମାନଙ୍କ ଦେଶ ବୋଲି କହିଛନ୍ତି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଟୁଇଟକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ପ୍ରିୟାଙ୍କା ଗାନ୍ଧୀ କୃଷ ହାର ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ସାମନାକୁ ଆସିଛି ଯେଉଁଥିରେ ପ୍ରିୟାଙ୍କା ଗାନ୍ଧୀ ଗୋଟିଏ ଫୋଟୋରେ ରୁଦ୍ରାକ୍ଷ ମାଳ ପିନ୍ଧିଛନ୍ତି ଆଉ ଗୋଟିଏ ଫୋଟୋରେ କୃଷ ହାର ପିନ୍ଧିଛନ୍ତି। ଫୋଟୋ ପୋଷ୍ଟ କରି କୁହା ଯାଇଅଛି ଯେ ଏହି ଏହି ପରି କପଟ କରି ସରଲ ଭାରତୀୟଙ୍କୁ ଭକୁଆ ବନାଉଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ […]

Continue Reading

ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

ପ୍ରବାଶି ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ଆଣିବା ପାଇଁ ଦେଶର ରାଜ୍ୟ ସରକାର ଜଥା ସମ୍ଭବ ପ୍ରୟାସ କରୁଛନ୍ତି। ପ୍ରବାଶି ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ଲକଡାଉନ ସରକାର ଏବଂ ପ୍ରବାଶି ଶ୍ରମିକ ଦୁହିଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏଥି ମଧ୍ୟରେ ଏକ ଫୋଟୋ ସହ ଖବର ଭାଇରାଲ ହେଉଛି ଯେ, ପ୍ରବାଶି ଶ୍ରମିକ ବସରେ  ଉତ୍ତରପ୍ରଦେଶ ସିମା ରେଖାରେ ପହଁଚିବା ପରହେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ […]

Continue Reading