କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡିକ କୁଏତର ସବୁଠାରୁ ଧନୀ ଲୋକ ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ସହିତ ଅନେକ ସୁନା, ମୁଦ୍ରା, ନୋଟ୍, ସୁନା ଗାଡି, ସୁନା ଜାହାଜ ଇତିଯାଡିର ଫୋଟୋ ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ସୁନା ଏବଂ ଅନ୍ୟାନ୍ୟ ଫୋଟୋ କୁଏତର ଜଣେ ଧନୀ ବ୍ୟକ୍ତି ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିସେଣ୍ଡୋର ପାଠକମାନେ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ଏହି ଫୋଟୋ ଗୁଡିକ ପଠାଇ […]

Continue Reading

କ’ଣ ଭିଡିଓରେ ବ୍ୟକ୍ତି ଜଣକ ଯେଉଁ ଘର ଦେଖାଉଛନ୍ତି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର? ଜାଣନ୍ତୁ ସତ୍ୟ।

୧୮ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯାହାର ଶୀର୍ଷକରେ ଲେଖା ଯାଇଅଛି ଯେ ଭିଡିଓରେ ଯେଉଁ ଘର ଦେଖା ଯାଉଛି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର। ଏହି ଭିଡିଓରେ ଜଣେ ବ୍ୟକ୍ତି ଗୁଜୁରାତି ଭାଷାରେ କହୁଛନ୍ତି ସେ ଇଟାଲୀରେ ଅଛନ୍ତି ଏବଂ ରାହୁଲ ଗାନ୍ଧୀ ଏହି ବିରାଟ ସମ୍ପତିର ମାଲିକ ଅଟନ୍ତି। ସେ ଏହା ମଧ୍ୟ କହୁଛନ୍ତି, “ରାହୁଲ ଗାନ୍ଧୀ ଭାରତକୁ ଲୁଟ କରିଛନ୍ତି ଏବଂ ଇଟାଲୀରେ ଏହି ବିରାଟ […]

Continue Reading

କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।

ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ […]

Continue Reading