କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ  ଭାରତର ଅଟେ।  Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

31 ଡିସେମ୍ବରରେ Mamata Behera ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ଝିଅ ଆଖିରେ ବ୍ୟାଣ୍ଡେଜ୍ କରାଯାଇଛି ଏବଂ ଝିଅଟି ନିଜ ହାତରେ CAA ବିରୋଧରେ ଏକ କାର୍ଡଲେଖି ଧରିଛି। ଯେଉଁଥିରେ ଲେଖା ଯାଇଛି ଯେ, ହମ ନହିଁ ଡରେଙ୍ଗେ ଅର୍ଥାତ ଆମେ ଡରିବୁ ନାହଁ। ଏହା ଛଡ଼ା ଝିଅଟିର ଆଖିରେ ବନ୍ଧା ଯାଇଥିବା ବ୍ୟାଣ୍ଡେଜରେ ରକ୍ତ ଲାଗିଥିଲା ଭିଳି ଦେଖା ଯାଉଛି। କେବଳ ସେତିକି ନୁହେଁ […]

Continue Reading