କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

ଭାଇରାଲ୍ ଫଟୋ ରାଜୀବ ଗାନ୍ଧୀ ରାମ ମନ୍ଦିର ଭୁମି ପୂଜନ କରୁଥିବାର ନୁହେଁ।

ଅଯୋଧ୍ୟାରେ ରାମ ମାନ୍ଦିର ଭୁମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ପୃଷ୍ଠଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହା ହେଉଛି ରାଜୀବ ଗାନ୍ଧୀଙ୍କ ହାତରେ 9 ନଭେମ୍ବର  1989 ରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ଫଟୋ ।  3 ଅଗଷ୍ଟରେ Ranjani Kanta Swain ନାମକ ଜଣେ ଫେସବୁକ ୟୁଜର ଏହି ଦାବିରେ ଫୋଟୋ […]

Continue Reading