ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା […]
Continue Reading