ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା?

ରାମ ମନ୍ଧିର ଭୂମି ପୂଜନ ସମୟରେ ଦେଶରେ ଉତ୍ସାହର ବାତାବରଣ ଥିବା ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି।  5 ଅଗଷ୍ଟରେ Rajani kanta swain ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ରଞ୍ଜନ ଗୋଗୋଇ […]

Continue Reading

ହାଇଦ୍ରାବାଦ ମନ୍ଦିର ଭିଡିଓକୁ ରାମ ମନ୍ଦିର ଭୁମି ପୂଜନ ପାଇଁ ପେଣ୍ଡାଲ ସଜା ଯାଉଥିବା ଦାବିରେ ଭାଇରାଲ ହେଉଛି ।

5 ଅଗଷ୍ଟରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଜୋରଦାର ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ରାମ ମନ୍ଦିର ଭୂମି ପୂଜନକୁ ନେଇ କିଛି ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 1 ଅଗଷ୍ଟରେ Bikram Keshori Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ମନ୍ଦିରକୁ ଅତି ସୁନ୍ଦର ଭାବେ ସଜା ଜାଇଛି। ପୋଷ୍ଟରେ ଦାବି […]

Continue Reading