ରାଲି ସମୟରେ ଏଲପିଜି ନେଇ ପ୍ରଶ୍ନ ପଚାରିଥିବା ଲୋକକୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେଉଛନ୍ତି କି? ଜାଣନ୍ତୁ ସତ୍ୟତା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ରାଲିରେ ଯୋଗ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବ୍ୟକ୍ତିଙ୍କୁ ଏଲପିଜି ଅଭାବ ବିଷୟରେ ଅଭିଯୋଗ କରୁଥିବାର ଉତ୍ତର ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ତାଙ୍କ ନାମ ସଦାନନ୍ଦ ନାୟକ, ମୋଦିଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି। କ’ଣ ଦାବି କର ଯାଇଛି ପୋଷ୍ଟରେ? ଭିଡିଓ […]
Continue Reading