କ’ଣ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା କରିଥିବା ରୋଷେୟାକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିଲେ? ଜାଣନ୍ତୁ ସତ୍ୟ। 

ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ସମ୍ପର୍କରେ ଅନେକ ଭୁଲ ଏବଂ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ସମୟ-ସମୟରେ ଭାଇରାଲ ହେଇ ଆସୁଛି। ଫ୍ୟାକ୍ଟ କ୍ରେସେଣ୍ଡୋ ପୂର୍ବରୁ ଏହିପରି ଖବର ଅନୁସନ୍ଧାନ କରି ଆପଣଙ୍କ ନିକଟରେ ସତ୍ୟ ଆଣିଛି | ବର୍ତ୍ତମାନ ସୋସିଆଲ ମିଡିଆରେ ରଞ୍ଜନ ଗୋଗୋଇଙ୍କ ସମ୍ପର୍କରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଖବର ଅନୁଯାୟୀ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ବିଷ ଦେଇଥିବା ରୋଷେୟା […]

Continue Reading

କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା? ଜାଣନ୍ତୁ ସତ୍ୟ।

ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଅନେକ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିଷୟରେ ଏକ ଖବର ଭାଇରାଲ ହେଉଥିବା ମିଳିଛି।  ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି ଯେଉଁଥିରେ ସେ ଇଣ୍ଡିଆନ ମେଡିକାଲ୍ ଏସୋସିଏସନ୍ (IMA) ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ସରକାରୀ ସଂସ୍ଥା ନୁହେଁ, ଏକ […]

Continue Reading