ଭାରତରେ ଦୁଷ୍କର୍ମ ମାମଲା ବଢ଼ିବା ଦେଖି ସ୍ୱିଜରଲ୍ୟାଣ୍ଡର ମହିଳା ଖେଳାଳି ଭାରତ ନ ଆସିବାର ଦୁଇ ବର୍ଷ ପୁରୁଣା ମିଥ୍ୟା ଖବର ଭାଇରାଲ ହେଇଛି।

ଭାରତରେ ଦୁଷ୍କର୍ମି ମାମଲା ବଢ଼ିବା ସହ ଏହାର ଚର୍ଚ୍ଚା ବିଦେଶରେ ମଧ୍ୟ ହେଉଛି। ଉତ୍ତର ପ୍ରଦେଶ ହାଥରସ ଘଟଣା ପେର  ଗତ କିଛି ଦିନ ଦେଲା ସୋସିଆଲ ମିଡିଆରେ ଅଲଗାଅଲଗା ରାଜ୍ୟର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏହା ସହ ସୋସିଆଲ ମିଡିଆରେ ଅଲଗା ଅଲଗା ପୋଷ୍ଟ ଭିନ୍ନ ଦିବିରେ ଭାଇରାଲ ହେଉଛି। ଏପରି ଏକ ନ୍ୟୁଜ ପେପପର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର […]

Continue Reading

କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।

14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ   ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ  ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ […]

Continue Reading