କ’ଣ ଲାଲ କିଲା ଶହଜାହାନଙ୍କ ନିର୍ମାଣ କରି ନାହାନ୍ତି? କ’ଣ ଏହାରନିର୍ମାଣ ୧୨ମ ସଦିରେ ହେଇଥିଲା ଓ ଏହା ପୃଥିବୀରାଜଙ୍କ ମହଳ ଥିଲା? କ’ଣ ଏହାର ପ୍ରକୃତ ନାମ ଲାଳକୋଟ ଥିଲା? ଜାଣନ୍ତୁ ସତ।

ଛୋଟ ବେଳୁ ଓ ସ୍କୁଲରୁ ଆମେ ଲାଲ କିଲା ବିୟୟରେ ସୁଣୀ ଓ ପଢୀ ଆସିଛୁ। ଆମକୁ ଛୋଟ ବେଳୁ ଏହା ଶିକ୍ଷା ଯାଇଅଛି ଯେ ଲାଲ କିଲା ମୁଗଳ ରାଜା ଶାହଜାହାନ ବନାଇଥିଲେ। ବର୍ତମାନ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲୁଅଛି।  ୭ ଜାନୁଆରୀ ୨୦୨୦ ରେ ତ୍ରିଦୀପ କୁମାର ନନ୍ଦି ନିଜ ଏକାଉଣ୍ଟରେ ଗୋଟିଏ ଫୋଟୋପୋଷ୍ଟ କରି ଏହା ଦାବି କରିଅଛନ୍ତି ଯେ ଲଣ୍ଡନରେ ଥିବା ଅକ୍ସଫର୍ଡ ସଙ୍ଘରାଳୟ ଗୋଟିଏ […]

Continue Reading