କ’ଣ ପଞ୍ଜାବର ଭାକରା କେନାଲରେ ବହୁଥିବା ମିଳିଛି ରେମଡେସିଭିର ଇଞ୍ଜେକ୍ସନ୍ ଶିଶି? ଜାଣନ୍ତୁ ସତ୍ୟ।

ଆମ ଦେଶ ବର୍ତ୍ତମାନ କରୋନା ଭାଇରସ ସହିତ ଲଢୁଛି ଏବଂ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚି ଯାଇଛି। ଏହି କାରଣ ହେତୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ବୋଝ ପଡିଛି। ପ୍ରତ୍ୟେକ ଦିନ କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ମଧ୍ୟରୁ କରୋନା ଟୀକା ସମ୍ବନ୍ଧିତ କିଛି ବିଭ୍ରାନ୍ତକାରୀ ପୋଷ୍ଟ ଭାଇରାଲ ହେଉଛି।  ଏକ ପୋଷ୍ଟ ମାଧ୍ୟମରେ କରୋନାରେ ବ୍ୟବହୃତ ଆନ୍ତିଭାଇରାଲ ଟୀକା […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading