କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ […]

Continue Reading

ଗଣତନ୍ତ୍ର ଦିବସର ଦିଲ୍ଲୀ ପ୍ରଜ୍ଞାପନ ମେଢ଼ କ୍ଲିପକୁ ମଝିରୁ କାଟି ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରାଯାଉଛି।

26 ଜାନୁଆରୀ 2021ଗଣତନ୍ତ୍ର ଦିବସ ଅବସରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପ୍ରଥମ ଭିଡିଓରେ ଅଯୋଧ୍ୟା ରାମମନ୍ଦିର ପ୍ରତିମା ରାଲି ଦେଖାଯାଉଛୁ, ସେହି ପରି ଅନ୍ୟ ଭିଡିଓରେ ଦିଲ୍ଲୀ ଷ୍ଟେଟ ଟେବୁଲର କ୍ଲିପ୍‌ରେ ଅଜନ ଶୁଣିବାକୁ ମିଳୁଛି।  ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଏହି ଭିଡିଓ କ୍ଲିପକୁ ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରୁଛନ୍ତି।   ଗଣତନ୍ତ୍ର ଦିବସ ପରେଡ ସମୟରେ ସାହିତ୍ୟ […]

Continue Reading

ପୁରୁଣା ଭିଡିଓକୁ ଗଣତନ୍ତ୍ର ଦୀବସ ପାଇଁ ଚାଷି ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତ କରୁଥିବା ଦାବିରେ ଭାଇରାଲ ହେଉଛି।

କୃଷି ଆନ୍ଦୋଳନ ପାଇଁ  ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଯେଉଁଥିରେ କିଛି ଖବର ସତ୍ୟଥିବା ବେଳେ ଅନେକ ଖବର ଏବଂ ଭିଡିଓ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲେଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟର ପ୍ୟାରେଡ ହେଉଥିବାର ଦେଖାଯାଉଛି। ଭିଡିଓରୋ ଦାବି କରାଯାଉଛି ଯେ, ଆସନ୍ତା ଗଣତନ୍ତ୍ର ଦିବସରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତି ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା […]

Continue Reading