କ’ଣ ଉଦ୍ଧବ ଠାକ୍ରେ ଅର୍ଣବ ଗୋସ୍ଵାମୀଙ୍କର ରିପବ୍ଲିକ ଭାରତ ଟିଭି ଚ୍ୟାନାଲ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ରିପବ୍ଲିକ ଟିଭି ଉପରେ ଅଭିଯୋଗ ଲାଗିଥିଲା ଯେ ଚ୍ୟାନାଲର ଟିଆରପି ବଢାଇବା ପାଇଁ ଚ୍ୟାନାଲ ମିଥ୍ୟା ବର୍ଣନା ପ୍ରସାରିତ କରିଥିଲା। ରିପବ୍ଲିକ ଟିଭି ଚ୍ୟାନାଲର ରେଟିଙ୍ଗ ସର୍ବାଧିକ ଥିଲା। ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରିପବ୍ଲିକ ଟିଭି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇ ନିଜ ଚ୍ୟାନାଲରେ ସମ୍ବାଦ ପ୍ରସାରିତ କରିଥିଲା। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ […]

Continue Reading