ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ ?
ବଲିଉଡ଼ ନାୟୀକା ରାକ୍ଷୀ ସାୱନ୍ତ ପୁଣିଥରେ ସର୍ଚ୍ଚାରେ। କର୍ଣ୍ଣାଟକରେ ହିଜାବକୁ ନେଇ ଚାଲୁଥିବା ବାବାଦକୁ ନେଇ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାକ୍ଷୀ ସାୱନ୍ତଙ୍କର ହିଜାବ ସମ୍ଭନ୍ଧିତ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାକ୍ଷି ସାୱ୍ନନ୍ତ ଏବଂ ସାରା ଖାନ ହିଜାବର ବିରୋଧ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଲା। Kattar Hindu Jagdish ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]
Continue Reading